ଭଣ୍ଡବାବା ଆର୍ତ୍ତତ୍ରାଣଙ୍କ ନାଁରେ ଥାନାରେ ଏତଲା

ଲୁମ୍ବିନି ବିହାର ଆଶ୍ରମରୁ ବାବା ଫେରାର,ଖାଲି ହାତରେ ଫେରିଲା ପୋଲିସ ଚନ୍ଦ୍ରଶେଖରପୁର : ‌ମହାମାରୀ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିଦେବେ ବୋଲି ଦାବି କରୁଥିବା ଚର୍ଚ୍ଚିତ ବାବା ଆର୍ତ୍ତତ୍ରାଣଙ୍କ ବିରୋଧରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲୋକଙ୍କୁ ଅନ୍ଧବିଶ୍ବାସର ବଶବର୍ତ୍ତୀ କରିବାକୁ ବାବାଙ୍କ ଅପଚେଷ୍ଟା ବିରୋଧରେ ଏହି ଅଭିଯୋଗ ହୋଇଛି। ଆଇନଜୀବୀ ତପନ ହରିଚନ୍ଦନ ଡାକ ଯୋଗେ ଥାନାକୁ ଅଭିଯୋଗ ପଠାଇବା ପରେ ପୁଲିସ ଛାନ୍‌ଭିନ୍ ଆରମ୍ଭ … Continue reading ଭଣ୍ଡବାବା ଆର୍ତ୍ତତ୍ରାଣଙ୍କ ନାଁରେ ଥାନାରେ ଏତଲା